ସଂସାର ବିଷୟ ଅସାର ଯେମିତି ବିରହେ ହୁଅଇ ପ୍ରତେ ସଂସାର ବିଷୟ ଅସାର ଯେମିତି ବିରହେ ହୁଅଇ ପ୍ରତେ
ପୂଜାଫୁଲ ପୂଜାଫୁଲ
ଜାଣେନା ସେ ଝଡ ଝଞ୍ଜା ବୁଝେନି ସେ ଦୁଃଖ କଷ୍ଟ ଦିଅଇ ଅମାପ ଖୁସି ଜାଣେନା ସେ ଝଡ ଝଞ୍ଜା ବୁଝେନି ସେ ଦୁଃଖ କଷ୍ଟ ଦିଅଇ ଅମାପ ଖୁସି
କେତେବେଳେ ମୁହିଁ କ୍ଷୁଦ୍ର ନଦୀ ପରି ଝର ଝର ଯାଏ ବହି ଦୁର୍ଗମ ପଥକୁ ଅତିକ୍ରମ କରେ ସାଗରେ ମିଶିବା ପାଇଁ କେତେବେଳେ ମୁହିଁ କ୍ଷୁଦ୍ର ନଦୀ ପରି ଝର ଝର ଯାଏ ବହି ଦୁର୍ଗମ ପଥକୁ ଅତିକ୍ରମ କରେ...
ହୃଦୟ ଅଳିନ୍ଦରେ ମୃଦୁ ପ୍ରଶ୍ନବାଚୀ କାହିଁକି ତୁମେ ନିଶ୍ଚଳ, ନିର୍ବିକାର !! ହୃଦୟ ଅଳିନ୍ଦରେ ମୃଦୁ ପ୍ରଶ୍ନବାଚୀ କାହିଁକି ତୁମେ ନିଶ୍ଚଳ, ନିର୍ବିକାର !!
ମିଳନର ମଧୁ ଗୀତି ବିଚ୍ଛେଦ ବିରହ ତାତି ସମ୍ପର୍କର ସେତୁ ସେହି ଧୋକାର ଗଭୀର ନଈ ଇନ୍ଦ୍ରଧନୁ ସାତ ରଂଗ ... ମିଳନର ମଧୁ ଗୀତି ବିଚ୍ଛେଦ ବିରହ ତାତି ସମ୍ପର୍କର ସେତୁ ସେହି ଧୋକାର ଗଭୀର ନଈ ଇ...